Tuesday, 11 February 2025

ସତୀଙ୍କର ନାଭି କମଳରୁ ଜାତ

ସତୀଙ୍କର ନାଭି କମଳରୁ ଜାତ ତୁହି ମାଆ ଆଦି ଶଙ୍କର ନାମଦେଲେ ତୋତେ ବିରଜା ପିଣ୍ଡଦାନ ନିମନ୍ତେ ତୋ ପୀଠ ପ୍ରସିଦ୍ଧ ମାଆ ଶ୍ୟାମ ସହୋଦରୀ ଏ ଅଧମ ତୋ ପରଜା

No comments:

Post a Comment