Wednesday, 5 February 2025

ରାମ ଧର୍ମ ରାମ ସତ୍ୟ ରାମ ସହିଷ୍ଣୁ

ରାମ ଧର୍ମ ରାମ ସତ୍ୟ ରାମ ସହିଷ୍ଣୁ ରାମ ଦୟା ରାମ କ୍ଷମା ରାମ ହିଁ ଶାନ୍ତି ରାମ ଅଣାକ୍ଷର ରାମ ଅଣଚାଷ ଅକ୍ଷର ରାମ ଜପ ରାମ ତପ ହିଁ ଶିବଙ୍କ କାନ୍ତି

No comments:

Post a Comment