Saturday, 8 February 2025

ଅଶେଷ ରବି ତେଜ ଜିଣା ସେହି କଳା ଗୋବିନ୍ଦ

ଅଶେଷ ରବି ତେଜ ଜିଣା ସେହି କଳା ଗୋବିନ୍ଦ ସିରିଆ ପୂଜାବେଦିରେ ହୋଇ ରହିଲେ ଅତିଥି ଦୁଇ ଦୁଇ ଆଖି ଥାଇ ହୋଇଲି ଅନ୍ଧର ସଦୃଶ ଲୀଳାମୃତ ଶ୍ରବଣରେ ଭରିଗଲା ଶ୍ରବଣ ପୋଥି

No comments:

Post a Comment