Sunday, 7 December 2025

ନା ମୁହିଁ ଅଷ୍ଟାଙ୍ଗ ଯୋଗ ସାଧି ପାରିବି

ନା ମୁହିଁ ଅଷ୍ଟାଙ୍ଗ ଯୋଗ ସାଧି ପାରିବି ନା ମୁଁ ବାଳ ଗୋପାଳ ଦର୍ଶନ ପାଇବି ମୋର ମରିବା କଥାଟି ପୁରା ସୁନିଶ୍ଚିତ ଆତ୍ମାର ପାବନ ଗୁଣକୁ ସଦା ଗାଇବି

No comments:

Post a Comment