Sunday, 7 December 2025

କୃଷ୍ଣ ଲୀଳା କୀର୍ତ୍ତନରେ

କୃଷ୍ଣ ଲୀଳା କୀର୍ତ୍ତନରେ କର୍ଣ୍ଣ ବେନି ପୂରିଲା କୃଷ୍ଣ ରୂପ ଦର୍ଶନରେ ପୁରିଲା ବେନି ନୟନ ଛନ୍ଦା ପାଦରେ ଶରଣ ଯିବି ରୁକ୍ମଣୀ ହୃଦୟ ଅମୃତ ସମ୍ଭାଷଣେ ନାମ କର ଅନୁମୋଦନ

No comments:

Post a Comment