Sunday, 14 December 2025

ତୋହର ଆଉ ମୋହର ଏହା ଯେଉଁ ମହା ଦ୍ଵନ୍ଦ

ତୋହର ଆଉ ମୋହର ଏହା ଯେଉଁ ମହା ଦ୍ଵନ୍ଦ ଏକ ଆଉ ଅଖଣ୍ଡ ଆତ୍ମାରୁ ଆତ୍ମାକୁ ପୃଥକ କଲା ଅଧାଗଢା ବ୍ରହ୍ମଦାରୁଙ୍କର ପାଦ ସହସ୍ରଦଳ କମଳ ଅତି ତୃଷ୍ଣାର୍ତ୍ତ ଜୀବ ଭ୍ରମର ରେଣୁଟିଏ ନ ଇଛିଲା

No comments:

Post a Comment