Sunday, 14 December 2025

ଅଧାଗଢା ଦାରୁବ୍ରହ୍ମ

ଅଧାଗଢା ଦାରୁବ୍ରହ୍ମ ସକଳ ଜୀବ ଆଧାର ପରିଚୟ ଚକାଡୋଳା ସୁଧା ଦୃଷ୍ଟି ହରେ ସକଳ ଜୀବ ଯାତନା ବାଇଶି ପାହାଚ ଚଢିଣ ଚନ୍ଦନ ଅର୍ଗଳୀରେ ପଶିଲେ ଜୀବ ହୃଦୟରେ ଭରିଯାଏ ନିଷ୍କାମ ସେବା ବାସନା

No comments:

Post a Comment