Tuesday, 16 December 2025

ଗୋବିନ୍ଦ ହେ ତୁମ୍ଭେ ଉର୍ବର ମୂର୍ତ୍ତିକା ମୃଦ୍ୟୁ ବୃଷ୍ଟି

ଗୋବିନ୍ଦ ହେ ତୁମ୍ଭେ ଉର୍ବର ମୂର୍ତ୍ତିକା ମୃଦ୍ୟୁ ବୃଷ୍ଟି ଚନ୍ଦ୍ର ସୂର୍ଯ୍ୟ ପ୍ରସ୍ଫୁଟିତ ପୁଷ୍ପ ପକ୍ଵ ଫଳ ମୁକ୍ତ ମଞ୍ଜି ଏହି ମହାପତିତର ଅନୁସରଣ କରୁଅଛି ଶମନ ହେ ବ୍ରହ୍ମଦାରୁ ତୁମ୍ଭରି କୋରଡରେ ଦିଅନ୍ତୁ ଗୁଞ୍ଜି

No comments:

Post a Comment