Sunday, 14 December 2025

ନିର୍ମଳ ସରଳ କୋମଳ ହୃଦୟରେ

ନିର୍ମଳ ସରଳ କୋମଳ ହୃଦୟରେ ହରି ନାମ ସଂକୀର୍ତ୍ତନ ଅମୃତ ବନ୍ୟା ନିର୍ମଳ ହୁଅନ୍ତି ପଞ୍ଚ ଭୁତ ମୁକ୍ତ ଆତ୍ମା ଅପଲକ କୃପା ବସୁଧା କରେ ଧନ୍ୟା

No comments:

Post a Comment