Sunday, 7 December 2025

ମହାବାହୁଙ୍କ ସହ ଆଗରୁ ପରିଚିତ୍ତ ହୋଇଥିଲେ

ମହାବାହୁଙ୍କ ସହ ଆଗରୁ ପରିଚିତ୍ତ ହୋଇଥିଲେ ଆଜି ହୃଦରେ କୃଷ୍ଣ ଭକ୍ତି ହୋଇ ନ ଥାନ୍ତା ଶୁନ୍ୟ ଚକାଡୋଳା ଅପଲକ କୃପା ଆଗରୁ ଲଭିଥିଲେ ନିଷ୍କାମ ସେବା କରି ଜୀବନ ହୋଇଥାନ୍ତା ଧନ୍ୟ

No comments:

Post a Comment