A flower with 4 petals
Sunday, 7 December 2025
ଉପାର୍ଜିତ ଅର୍ଥରେ ଅନେକ ସେବକ ପୋଷିଲି
ଉପାର୍ଜିତ ଅର୍ଥରେ ଅନେକ ସେବକ ପୋଷିଲି ଅର୍ଥହୀନ ହୁଅନ୍ତେ ତେଜିଲେ ବ୍ୟାଧି ଜରାଗ୍ରସ୍ତ ଆତ୍ମା ନିବେଦନରେ ଚିନ୍ତୁଥିଲି ଶ୍ରୀ ବାସୁଦେବ ଅଥଳ ଭଵ ଜଳଧି ଉଦ୍ଧାରିଲେ ବଢ଼ାଇ ହସ୍ତ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment