Saturday, 13 December 2025

କରୁଣାରେ ଭରା ତୁମ୍ଭରି ହୃଦୟ ହେ ଚକାଡୋଳା

କରୁଣାରେ ଭରା ତୁମ୍ଭରି ହୃଦୟ ହେ ଚକାଡୋଳା ସଦା କୋଳେଇ ନେବାକୁ ଦୁଇଟି ବଳିୟାର ଭୁଜ ଭକତ ଭାବକୁ ସାଇତିବାକୁ ଏଡିକି ବିଶାଳ ବକ୍ଷ ପାବନ କରିବାକୁ ସୁଧା ବୋଳା ଦୁଇ ନେତ୍ର ପଙ୍କଜ

No comments:

Post a Comment