Monday, 15 December 2025

ଢାଳି କମଳ ଆଖି ପତା ଥରେ

ଢାଳି କମଳ ଆଖି ପତା ଥରେ ପାଖକୁ ଡାକନ୍ତୁ ହେ ଚକାଡୋଳା ହେ ମହାବାହୁ ଏହି ମହାପତିତର ଭକତି ଲୁହରେ ଟିକିଏ ତିତନ୍ତୁ କମଳା ସେବିତ ପାଦରେ ଚାଲି ଆସନ୍ତୁ ହେ ପୂର୍ଣ୍ଣବ୍ରହ୍ମ ଅଧାଗଢା ଥାଉ ରୁକ୍ମଣୀ ହୃଦ ଆଉ କାହାର ଶରଣ ଯିବି ଏହି ପ୍ରାଣ ରଖନ୍ତୁ

No comments:

Post a Comment