Monday, 8 December 2025

ନିରାକାର ଅଛିଦ୍ରେ ଅଖିଳ ବିଶ୍ୱ ସଚରାଚର ପୂରିଅଛୁ

ନିରାକାର ଅଛିଦ୍ରେ ଅଖିଳ ବିଶ୍ୱ ସଚରାଚର ପୂରିଅଛ ହେ ନାଥ ଜଗନ୍ନାଥ ବ୍ରହ୍ମଦାରୁ ଚକାଡୋଳା ଅପ୍ରମେୟ କେଉଁଠି ଢାଙ୍କିକି ତୁମ୍ଭଙ୍କୁ ଉଷୁମ ରଖିବି ହେ ନାରାୟଣ ହେ ଶେଷାନାଗ ଶୟନ କି କଳିବି ଏଡିକି ଦୀର୍ଘକାୟ

No comments:

Post a Comment