Monday, 8 December 2025

ଚିନ୍ତଇ ହୃଦୟ କମଳରେ ତୁମ୍ଭଙ୍କୁ ହେ ଚକାଡୋଳା

ଚିନ୍ତଇ ହୃଦୟ କମଳରେ ତୁମ୍ଭଙ୍କୁ ହେ ଚକାଡୋଳା ହେ ଅଧାଗଢା ବ୍ରହ୍ମଦାରୁ ଚିନ୍ତଇ ତୁମ୍ଭ ଛନ୍ଦା ଚରଣ ଦେଖଇ ସ୍ମୃତି ଝରକାରେ ତୁମ୍ଭର ଅଶେଷ ଲୀଳାକୁ ହେ ଲକ୍ଷ୍ମୀ ହୃଦୟ ଭକ୍ତ ହୃଦ ଚନ୍ଦନ ଅଖିଳ କାରଣ

No comments:

Post a Comment