A flower with 4 petals
Saturday, 13 December 2025
ଅଖିଳ
ଅଖିଳ ବ୍ରହ୍ମାଣ୍ଡକୁ ଅନନ୍ତ ଶରୀର ବ୍ୟାପିଛି ହେ ବିଶ୍ୱ ମଣିମା କେଉଁଥିରେ ମୁଁ ଢ଼ାଙ୍କିବି ଆସ ଆସ ବାଳ ଗୋପାଳ ବଂଶୀ ଧରା ଶୀତ କମିବା ଯାଏ ହୃଦ ପଦ୍ମରେ ରଖିବି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment