Saturday, 13 December 2025

Happiness

ତମାମ ଜୀବନ ଆହାଃ କେତେ ଯେ ଜଞ୍ଜାଳ ପିଣ୍ଡରେ ପ୍ରାଣ କେତେ ମୋ ପାଉଥିଲା କଷ୍ଟ ଗରୁଡ ପଛରୁ ଚର୍ତୁର୍ଦ୍ଧାମୂର୍ତ୍ତିଙ୍କୁ ଅନେଇ ଦେଲି ଆହାଃ ଆତ୍ମା ମୋହର ସମ୍ପୂର୍ଣ୍ଣ ହେଲା ସନ୍ତୁଷ୍ଟ

No comments:

Post a Comment