Wednesday, 17 December 2025

ଶ୍ୱେତ ବସ୍ତ୍ରାବୃତ୍ତା ଶ୍ୱେତ କମଳ

ଶ୍ୱେତ ବସ୍ତ୍ରାବୃତ୍ତା ଶ୍ୱେତ କମଳ ହସ୍ତା ଜନନୀ କମଳା ନବ ଜିମୂତ ଶରୀର କମଳ ଚରଣ ଜନକ ନାରାୟଣ ସାମ ବେଦ ଯଜୁର୍ବେଦ ଧ୍ୱନିରେ ବ୍ରହ୍ମାନନ୍ଦ ସୁପ୍ରଭାତ ଶିରରେ କର ରଖି ଆଶିଷ ଢାଳ ଚନ୍ଦ୍ର ସୂର୍ଯ୍ୟ କିରଣ

No comments:

Post a Comment