A flower with 4 petals
Monday, 8 December 2025
କେବେ ବିକଳ ଦେବକୀ ଗର୍ଭରେ
କେବେ ବିକଳ ଦେବକୀ ଗର୍ଭରେ କେବେ କରୁ ପାଣ୍ଡଵ ଯୁଦ୍ଧରେ କେବେ ସେ କାଳୀୟ ଶିରରେ ମୋହନ ମଧୁର ମୁରଲୀ ନାଦରେ ଆଉ କେବେ ଶ୍ରୀଗୀତଗୋବିନ୍ଦ ଲେଖନୀରେ ଜୟଦେବ ଗୃହରେ ସଦା ଭକ୍ତ ଭାବରେ ବନ୍ଧା କେତେବେଳେ ଆଉ ଦେଖାଦେବେକି ଭାରି ଭିଡ ପହଣ୍ଡି ବିଜୟ ମା କମଳା ଲୋଟିଥାନ୍ତି ଛନ୍ଦା ପାଦରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment