A flower with 4 petals
Monday, 8 December 2025
ତୁମ୍ଭେ ଯଦି ଆଖି ପତା ଠାରି ଦିଅନ୍ତ
ତୁମ୍ଭେ ଯଦି ଆଖି ପତା ଠାରି ଦିଅନ୍ତ ସଦା ମୁଁ ବୁଲୁଥାନ୍ତି ଶିରରେ ମୁଣ୍ଡାଇ ତୁମ୍ଭେ ଯଦି ଥରେ ଛୁଇଁବାକୁ କୁହନ୍ତ ସଦା ବୁଲୁଥାନ୍ତି ହୃଦୟରେ କୁଣ୍ଢେଇ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment