Tuesday, 2 December 2025

ଭକତ ପ୍ରହଲ୍ଲାଦ ପାଇଁକି ସ୍ତମ୍ଭରୁ ସମ୍ଭୁତ

ଭକତ ପ୍ରହଲ୍ଲାଦ ପାଇଁକି ସ୍ତମ୍ଭରୁ ସମ୍ଭୁତ ହେ ଗୋବିନ୍ଦ ତୋ ଲୀଳା ଅଟଇ ଅଦ୍ଭୁତ ସବୁ ଇନ୍ଦ୍ରିୟମାନଙ୍କର ଆୟତ୍ତ ବାହାରେ ହେ ଅପଲକ ତୋ ଦୃଷ୍ଟିରେ ସବୁ ଅମୃତ

No comments:

Post a Comment