Monday, 15 December 2025

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଭଜରେ ମୋର ମନ

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଭଜରେ ମୋର ମନ ମୋର ମନ ହୃଦରେ ଚିନ୍ତ ଚକାଡୋଳା କମଳା ପତି ନିଷ୍କାମ ସେବାରୁ ଆଞ୍ଜୁଳାଏ ବାନ୍ଧିଥା ପିନ୍ଧା ବସନେ ଯାହାକୁ ଅତି ରଙ୍କ ରୁକ୍ମଣୀ ହୃଦୟ ଉଗ୍ରସେନ ନାତି

No comments:

Post a Comment