Monday, 8 December 2025

ଦେହ ସଵାରୀରେ ଜୀବଟି ଦର୍ଶନ କରିବ ତୁମ୍ଭଙ୍କୁ

ଦେହ ସଵାରୀରେ ଜୀବଟି ଦର୍ଶନ କରିବ ତୁମ୍ଭଙ୍କୁ ହେ ବ୍ରହ୍ମଦାରୁ ତୁମ୍ଭେ ସ୍ୱୟଂ କରୁଥିବ ଆତ୍ମା ପୂଜା ଦର୍ଶନ ନ ପାଇଲେ ମୋର ଶବ ମଶାଣୀକୁ ଯିବ ହେ ଉଦାର ଚକାଡୋଳା ବାଜିବ ନିନ୍ଦାର ବାଜା

No comments:

Post a Comment