Monday, 8 December 2025

ବ୍ରହ୍ମା ଇନ୍ଦ୍ର ଶିବ ସବୁ ହୋଇଲେ

ବ୍ରହ୍ମା ଇନ୍ଦ୍ର ଶିବ ସବୁ ହୋଇଲେ ବଣା ବିଷ୍ଣୁ ମୋହନୀ ତାଙ୍କୁ ନ ପଡିଲା ଜଣା ବ୍ରହ୍ମଠଣାର ଠିକଣା ଏହି ଛାର ଲଭିବ ଜ୍ଞାନ ବୁଦ୍ଧି ମୋ ଶୁନ୍ୟ ଭକ୍ତି ଘର କଣା

No comments:

Post a Comment