Wednesday, 3 December 2025

ଲୁଚ କାଳି ଖେଳ ସମ ଜନ୍ମ ମୋ ହେଲା ବିଫଳ

ଲୁଚ କାଳି ଖେଳ ସମ ଜନ୍ମ ମୋ ହେଲା ବିଫଳ ସ୍ୱୟଂ ଧରା ଦିଅ ହେ ଅଶରଣ ଶରଣ ବଂଶୀଧର ତୁମ୍ଭ ଅପଲକ ଚକ୍ଷୁରେ ଯେବେ ପଟି ବାନ୍ଧିଦେବି ବୁଝି ପାରିବ ଭଵ ବନ୍ଧନ କେଡେ ମାୟା ଘୋର

No comments:

Post a Comment