Monday, 15 December 2025

ବାସି ଆଉ ସଜ ଦୁଇଟି ମଧ୍ୟରେ କି ତଫାତ

ବାସି ଆଉ ସଜ ଦୁଇଟି ମଧ୍ୟରେ କି ତଫାତ ଏହି ଅଜ୍ଞାନ ଜାଣି ନ ପାରିଲା ହେ ମହାବାହୁ କେଡେ ନିଖୁଣ ଗଢ଼ିଛ ସକଳ ହେ ଅପଲକ ଆତ୍ମା ଲୋଭା କ୍ଷମା କର ଆଉ ଦିନେ ଥାଉ

No comments:

Post a Comment