Sunday, 14 December 2025

ରୂପ ରସ ଗନ୍ଧ କିଛି ଥାଉ କି ନ ଥାଉ

ରୂପ ରସ ଗନ୍ଧ କିଛି ଥାଉ କି ନ ଥାଉ ଚକାଡୋଳା କରିଥାନ୍ତି ବହୁତ ଆଦର ମାଆ କମଳା ସମାନ ହୃଦୟ ପ୍ରଭୁଙ୍କ ଅସହାୟକୁ ଢାଙ୍କନ୍ତି କରୁଣା ଚାଦର

No comments:

Post a Comment