Wednesday, 3 December 2025

ସୂର୍ଯ୍ୟ କର ସ୍ପର୍ଶରେ ସଦା ଆନନ୍ଦ କମଳ

ସୂର୍ଯ୍ୟ କର ସ୍ପର୍ଶରେ ସଦା ଆନନ୍ଦ କମଳ ଚନ୍ଦ୍ର କର ସ୍ପର୍ଶରେ ସଦା ଆନନ୍ଦ କୁମୁଦ ଚକାଡୋଳାଙ୍କ ନୟନ ଭୟ ଚନ୍ଦ୍ର ସୂର୍ଯ୍ୟ ମୁହିଁ ସ୍ପର୍ଶ କରି ପାରିଲି ନାହିଁ ଛନ୍ଦା ପାଦ

No comments:

Post a Comment