Tuesday, 9 December 2025

ଥାଉ ତୁମ୍ଭ ମାୟା ହେ ଦାରୁବ୍ରହ୍ମ ଥାଅ ତୁମ୍ଭେ ଚକାଡୋଳା

ଥାଉ ତୁମ୍ଭ ମାୟା ହେ ଦାରୁବ୍ରହ୍ମ ଥାଅ ତୁମ୍ଭେ ଚକାଡୋଳା ଅଶରଣ ଶରଣ ଅକର୍ମା ଦାନୀ ପ୍ରଣତ ପ୍ରାଣୀ ଆତ୍ମା ବନ୍ଧୁ ଥାଉ ତୁମ୍ଭ ସର୍ଜନା ହେ ଅଧାଗଢା ଥାଅ ତୁମ୍ଭେ ସୁଧାନିଧି ଘନ ଅନ୍ଧାର ଏହି ସଂସାର ତୁମ୍ଭେ ହୋଇଥାଅ ରବି ଇନ୍ଦୁ

No comments:

Post a Comment