Tuesday, 9 December 2025

ତୁମ୍ଭ ସହିତ ଭେଟ ହେବ ନାହିଁ ଜାଣେ ହେ ଗୋବିନ୍ଦ

ତୁମ୍ଭ ସହିତ ଭେଟ ହେବ ନାହିଁ ଜାଣେ ହେ ଗୋବିନ୍ଦ ତେଣୁ କରି ଏ ଆତ୍ମା ମୋହର ଗୁମୁରି ଗୁମୁରି କାନ୍ଦେ ଚକାଡୋଳା ଦେବକୀ ନନ୍ଦନ ସତରେ ଏଡ଼େ ନିଷ୍ଠୁର ତଥାପି କିମ୍ପା ଏଡ଼େ ଶ୍ରଦ୍ଧାରେ ତୋତେ ଭାବେ ଛନ୍ଦେ

No comments:

Post a Comment