Monday, 15 December 2025

ହେ ଗୋବିନ୍ଦ ତୁମ୍ଭେ ପରା

ହେ ଗୋବିନ୍ଦ ତୁମ୍ଭେ ପରା ଏହି ସଚରାଚର ମାଲିକ ସାମାନ୍ୟ ଖଣ୍ଡିଏ ଗେରୁଆ ଗାମୁଛାକୁ ଏଡିକି ଶ୍ରଦ୍ଧା ହେ ଗୋପାଳ ବାଳ ଏମିତି ମୋର ଘରକୁ ଆସୁଥିବ ହେ ମହାବାହୁ ଶ୍ୟାମସୁନ୍ଦର ସାଙ୍ଗରେ ଥିବେ ରାଧା

No comments:

Post a Comment