Monday, 15 December 2025

ଅତିବ ବିଶୁଦ୍ଧ ଗୋବିନ୍ଦ

ଅତିବ ବିଶୁଦ୍ଧ ଗୋବିନ୍ଦ ନାମ ରୂପ ଲୀଳା ସ୍ମରଣ ଜୀବକୁ ଅତିବ ଘୋର ସଂସାର ମାୟାରୁ ଉଦ୍ଧରେ ବ୍ରହ୍ମାନନ୍ଦ ସଦାନନ୍ଦ ଚିଦାନନ୍ଦ ରୁକ୍ମଣୀ ନାରାୟଣ ବାଇଶିପାହାଚ ଚଢ଼ିବାକୁ ନିର୍ମଳ ଚିତ୍ତ ହସ୍ତ ଧରେ

No comments:

Post a Comment