Friday, 5 December 2025

ଏହି ଶରୀର ଏକ ଓଲଟ ଅଶ୍ୱତ୍ଥ ବୃକ୍ଷ

ଏହି ଶରୀର ଏକ ଓଲଟ ଅଶ୍ୱତ୍ଥ ବୃକ୍ଷ ମଞ୍ଜି ଏହାର ବ୍ରହ୍ମଦାରୁ ଦିବ୍ୟ ଓଁକାର ଏହି ଦେହ ଇନ୍ଦ୍ରିୟଙ୍କୁ ଖେଳ କଣ୍ଢେଇ ଆତ୍ମାକୁ ହିତ ଶ୍ୟାମ ସୁନ୍ଦର ଆକାର

No comments:

Post a Comment