A flower with 4 petals
Friday, 5 December 2025
ନବଧା ଭକ୍ତିରେ ଚକାଡୋଳାଙ୍କୁ ପୂଜିଲେ
ନବଧା ଭକ୍ତିରେ ଚକାଡୋଳାଙ୍କୁ ପୂଜିଲେ ପ୍ରାଣ ମିତଣୀ ଆତ୍ମା ଆଉ ଫେରଇ ନାହିଁ ମୋ ଭୋଗ ପଶରା କେବଳ ପାପ ପୂର୍ଣ୍ଣ କମଳା ସେବିତ ପାଦ ଛୁଇଁ ପାରିବି କାହିଁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment