Friday, 5 December 2025

ସଙ୍ଗିନୀରେ ଚାହାଁ ଚାହାଁ ତାଙ୍କର ଚକାଡ଼ୋଳାକୁ

ସଙ୍ଗିନୀରେ ଚାହାଁ ଚାହାଁ ତାଙ୍କର ଚକାଡ଼ୋଳାକୁ ବିଶାଳ ବକ୍ଷରେ ତୁଳସୀର ମାଳା ଡମ୍ବରୁ କଳାକୁ ଚାହାଁ ଚାହାଁ ଲୋ ଆତ୍ମାକୁ ତାଙ୍କ ବ୍ରହ୍ମାନନ୍ଦ ଖଳାକୁ ନିସ୍ବ ରାମ ଝୁରିମଲା ରୁକ୍ମଣୀ ହୃଦୟ ନନ୍ଦ ବଳାକୁ

No comments:

Post a Comment