Friday, 5 December 2025

ଚନ୍ଦ୍ରର ସୁଶୀତଳ ଜୋତ୍ସନା

ଚନ୍ଦ୍ରର ସୁଶୀତଳ ଜୋତ୍ସନା ତୁମ୍ଭେ କୃଷ୍ଣ ହେ କୃଷ୍ଣ ତୁମ୍ଭେ ସୂର୍ଯ୍ୟର ଉଷୁମ କିରଣ ଅମୃତ ଅଖିଳ ଏକାକ୍ଷର ବୀଜ ମନ୍ତ୍ର କୃଷ୍ଣ ହେ କୃଷ୍ଣ ତୁମ୍ଭେ ଭକ୍ତ ଲାଗି ଛନ୍ଦା ଚରଣ

No comments:

Post a Comment