Thursday, 11 December 2025

ଅଳ୍ପ ବେଶୀ କରି ବାଣ୍ଟି ଦେଇଛନ୍ତି

ଅଳ୍ପ ବେଶୀ କରି ବାଣ୍ଟି ଦେଇଛନ୍ତି ଅକର୍ମା ଦାନୀ ଅଶରଣ ଶରଣ ସ୍ୱୟଂ ସକଳ ଭୂତରେ ବ୍ରହ୍ମ ରାଶି ଚକାଡ଼ୋଳା ଖଞ୍ଜି ଅଛନ୍ତି ଗଗନକରେ ଚନ୍ଦ୍ର ସୂର୍ଯ୍ୟ ତ୍ରିଭଙ୍ଗ ଠାଣି ବେଣୁପାଣି ହୃଦୟରେ ଗଙ୍ଗା କାଶୀ

No comments:

Post a Comment