A flower with 4 petals
Thursday, 11 December 2025
ପ୍ରତିକୂଳରେ ତୁମ୍ଭେ ଅନୁକୂଳ
ପ୍ରତିକୂଳରେ ତୁମ୍ଭେ ଅନୁକୂଳ ହେ କୃଷ୍ଣ ପ୍ରିୟତମ ତୁମ୍ଭେ ହିଁ କୃଷ୍ଣ ବାର୍ତ୍ତା କୁଶଳ ଦୁଃଖ ପରେ ସୁଖ ତୁମ୍ଭେ ହେ ଗୋବିନ୍ଦ ତୁମ୍ଭେ ମହାବାହୁ କୃଷ୍ଣ ମୁହିଁ ହୀନ ବଳ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment