Tuesday, 2 December 2025

ଇନ୍ଦ୍ରିୟ ନିଗ୍ରହ କଲେ ମିଳନ୍ତି

ଇନ୍ଦ୍ରିୟ ନିଗ୍ରହ କଲେ ମିଳନ୍ତି ପାଞ୍ଚ ପ୍ରାଣ ବାୟୁରେ ଝୁଲନ୍ତି କୃଷ୍ଣ କୃପାରେ ତାଙ୍କର ଭେଟ ବିଷ୍ଣୁମାୟାରେ ସର୍ବେ ଭୁଲନ୍ତି

No comments:

Post a Comment