Tuesday, 2 December 2025

ରୁଦ୍ଧ ପିଞ୍ଜରା ଏହି ଘୋର ମାୟା ସଂସାର

ରୁଦ୍ଧ ପିଞ୍ଜରା ଏହି ଘୋର ମାୟା ସଂସାର ଦ୍ୱାରରେ ଯାହାର ସାତ ସରି ଦୃଢ଼ ଶିକୁଳି ଯାହାଙ୍କର ଅପଲକ ଦୃଷ୍ଟି ମୁକ୍ତି କୈବଲ୍ୟ ସେହି ବ୍ରହ୍ମଦାରୁ ବଂଶୀ ବଦନ ବନମାଳୀ

No comments:

Post a Comment