Sunday, 14 December 2025

ନିଜେ ନିଜର

ନିଜେ ନିଜର ପୂଜକ ସାଜିଅଛୁ କୃଷ୍ଣ ମୋର ପୂଜା କେବଳ ଏକ ପ୍ରବଞ୍ଚନା ଭୃଗୁରୁଷି ପଦାଘାତ ତୋ ହୃଦ ପଦକ ଆହାଃ ଯେ ତୋତେ ଦେଲା ଲାଞ୍ଚନା

No comments:

Post a Comment