Thursday, 12 March 2026

ଅପଲକ ନୟନ ବେନି ଚନ୍ଦ୍ର ସୂର୍ଯ୍ୟ

ଅପଲକ ନୟନ ବେନି ଚନ୍ଦ୍ର ସୂର୍ଯ୍ୟ କୃପା କିରଣରେ ନିତି କରଇ ସ୍ନାନ ବିଷ୍ଣୁ ଦେହ ବ୍ରହ୍ମଦାରୁ ଚତୃର୍ଦ୍ଧ ମୂର୍ତ୍ତି ଛନ୍ଦା ଚରଣରେ ଥୋଇଲଇଁ ମନ

No comments:

Post a Comment