Wednesday, 11 March 2026

ବ୍ରହ୍ମଦାରୁ ଅତି ବେଶି ନାମ ସଙ୍କୀର୍ତ୍ତନ ପ୍ରିୟ

ବ୍ରହ୍ମଦାରୁ ଅତି ବେଶି ନାମ ସଙ୍କୀର୍ତ୍ତନ ପ୍ରିୟ ସପରିବାର ନିବାସ କରୁଛନ୍ତି ଶ୍ରୀକ୍ଷେତ୍ରରେ ଜୀବ ଦେହେ ନିଜ କଳା ବୋଳିବାକୁ ତତ୍ପର ଆଲିଙ୍ଗନ କରନ୍ତି ଅଖିଳ ଗୁଣ୍ଡିଚା ଯାତରେ

No comments:

Post a Comment