Wednesday, 11 March 2026

ଏଣେ ତେଣେ ମନ ତୁ ହାତ ନ ପତେଇ

ଏଣେ ତେଣେ ମନ ତୁ ହାତ ନ ପତେଇ କୋଳେଇ ନିଅ ନିଜର ଆତ୍ମା କାଳିଆକୁ ଛନ୍ଦା ଚରଣ ଲଭିବା ପାଇଁକି ଏହି ଦେହ ଅନ୍ୟ ଚିନ୍ତା କର୍ମ ଫଳ ସମାନ ଅଳିଆକୁ

No comments:

Post a Comment