A flower with 4 petals
Saturday, 11 April 2026
ତୁହି ଗୋପ ଛାଡିବା ଦିନଠାରୁରେ ବଂଶୀଧର
ତୁହି ଗୋପ ଛାଡିବା ଦିନଠାରୁରେ ବଂଶୀଧର ମୁହିଁ ଜାଣେ ତୋ ଅନ୍ତର ସଦା ରାଧାକୁ ଝୁରେ ତୋର ମିଛ ମିଛ ସ୍ମିତ ହସ ଦେଖି କଳାକାହ୍ନୁ ଏହି ଅଧମ ଆଖିରୁ ସଦା ଭାବର ଲୁହ ଝରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment