Saturday, 11 April 2026

ମନ୍ଦିର ମନ୍ଦିର ମୁହିଁ ମହାମୂଢ଼ ଖୋଜୁଛି

ମନ୍ଦିର ମନ୍ଦିର ମୁହିଁ ମହାମୂଢ଼ ଖୋଜୁଛି ମୋତେ ସେ ଅପଲକେ ଚାହିଁଛନ୍ତି ରହି ସର୍ବ ଜୀବ ଆତ୍ମା ମୋ ହୃଦୟ ନିବାସୀ ଆଖିରେ ଦେଖି ଅଣଦେଖା କଲି ମୁହିଁ

No comments:

Post a Comment