Thursday, 16 April 2026

ଅନେକ ଦିନ ପରେ

ଅନେକ ଦିନ ପରେ ବନ୍ଧୁଙ୍କ ଘରକୁ ଆସିଥିଲି ଥରୁଟିଏ ମିଳିଲାନି ମୋର ବନ୍ଧୁଙ୍କର ଦେଖା ବନ୍ଧୁଙ୍କ ପୂଜାବେଦିରେ ଦେଖିଲି ଚାରି ବିଗ୍ରହ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଅର୍ଜୁନଙ୍କର ସଖା

No comments:

Post a Comment