Thursday, 16 April 2026

ଭାଗବତ ବୋଲେ ବିଷ୍ଣୁମୟ ଏହି ଅଖିଳ ଜଗତ

ଭାଗବତ ବୋଲେ ବିଷ୍ଣୁମୟ ଏହି ଅଖିଳ ଜଗତ ଏହି ଅମୃତ ବାର୍ତ୍ତା ଶୁଣି ଆତ୍ମା ହେଲା ବଡ଼ ଉଷତ ଥରୁଟିଏ ଛନ୍ଦା ପାଦ ଛୁଇଁବାକୁ ପ୍ରାଣ ସଦା ଝୁରେ ଅନ୍ତର୍ଯ୍ୟାମୀ ହେଲେ ଜାଣିବେ ମୁଁ କେଡେ ତୃଷାର୍ତ୍ତ

No comments:

Post a Comment