Saturday, 11 April 2026

ତୋର ଦୁଇ କାନ ଖୋଲି ଶୁଣିଥା ଗୋ ନନ୍ଦରାଣୀ

ତୋର ଦୁଇ କାନ ଖୋଲି ଶୁଣିଥା ଗୋ ନନ୍ଦରାଣୀ ତୋ କୋଢ ପଛା ପୁଅ କୃଷ୍ଣ ଯାହା କଲା ହଟ ହଟା ଦହି କ୍ଷୀର ଚୋରିକଲା ସାଥିରେ ଗୋପୀଙ୍କ ଜୀବନ ଯଶୋଦା ଗୋ ବାନ୍ଧି ନ ପାରିଲୁ ଆମ କପାଳ ଫଟା

No comments:

Post a Comment