Sunday, 19 April 2026

ଆଖି ନଜର ବୋଲଇ ବ୍ରହ୍ମ କଳା ଶ୍ରୀମୁଖ

ଆଖି ନଜର ବୋଲଇ ବ୍ରହ୍ମ କଳା ଶ୍ରୀମୁଖ କାନ ଅଣ୍ଡାଳି ବୋଲେ ବ୍ରହ୍ମ ମୁରଲୀ ଫୁଙ୍କା ନାକ ଶୁଙ୍ଘି ବୋଲଇ ବ୍ରହ୍ମ ତୁଳସୀ ବଉଳ ହାତ ଅଣ୍ଡାଳି ବୋଲେ ଶିରେ ମୟୁର ପଙ୍ଖା [1] ପାଦ ଚାଲି ବୋଲଇ ବ୍ରହ୍ମ ଶରଧା ବାଲି ଭାବ ଭୋଳା ବୋଲେ ବ୍ରହ୍ମ ଭକ୍ତି ସୁଧା ହୃଦୟ ପଦ୍ମ ବୋଲେ ବ୍ରହ୍ମ ଛନ୍ଦା ଚରଣ ମନ ବୋଲେ ବ୍ରହ୍ମ ଯୁଗଳ କୃଷ୍ଣ ରାଧା [2]

No comments:

Post a Comment